ଛୋଟ ପିଲାଙ୍କୁ ନିମୋନିଆ - କାରଣ, ଲକ୍ଷଣ, ଚିକିତ୍ସା | Dr Manoj Panigrahi on Pneumonia in Children, Odia
About this video
ନିମୋନିଆ ସାଧାରଣତଃ ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିଥାଏ। ଏହା ଫୁସଫୁସ ସଂକ୍ରମଣଜନିତ ରୋଗ। ଛୋଟ ପିଲାଙ୍କୁ ନିମୋନିଆ ହେଲେ କେମିତି ଜାଣିବେ? ଏହାର ଚିକିତ୍ସା କେମିତି କରାଯାଏ? ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମନୋଜ କୁମାର ପାଣିଗ୍ରାହୀ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।