ପୋଷ୍ଟପାର୍ଟମ୍‌ ଡିପ୍ରେସନ୍‌ରୁ ମୁକୁଳିବେ କିପରି? | Postpartum Depression in Odia | Swagatika Samantaray

Swagatika Samantaray19 May 20227:131.8K views

About this video

ଶିଶୁ ଜନ୍ମ ପରେ ପ୍ରତ୍ୟେକ ମା’ମାନଙ୍କଠାରେ ଶାରୀରିକ, ମାନସିକ ତଥା ଭାବନାରେ ପରିବର୍ତ୍ତନ ଆସିଥାଏ। ସେହି ସମୟରେ ମହିଳାଙ୍କର ମନ ପରିବର୍ତ୍ତନ ଅଧିକ ମାତ୍ରାରେ ହୋଇଥାଏ, ଯାହାକୁ ପୋଷ୍ଟପାର୍ଟମ୍‌ ଡିପ୍ରେସନ୍‌ ବୋଲି କୁହାଯାଏ। ତେବେ ଶିଶୁ ଜନ୍ମ ପରେ ପୋଷ୍ଟପାର୍ଟମ ଡିପ୍ରେସନ୍‌ରୁ ମୁକୁଳିବେ କିପରି? ଆସନ୍ତୁ ମନସ୍ତତ୍ୱବିତ୍‌ ସ୍ୱାଗତିକା ସାମନ୍ତରାୟ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Postpartum depression or depression after giving birth can be caused by the many emotional, physical, and behavioral changes after childbirth. What Is Postpartum Depression? How to deal with postpartum depression? Let’s know more from Swagatika Samantaray, a Psychologist.