ଡାଇବେଟିସ୍ ରୋଗୀଙ୍କ କରୋନା ମୁକାବିଲା | Dr. Sunil Kumar Kota on Corona care for Diabetes Patients in Odia
About this video
ଡାଏବେଟିସ୍ ଭଳି ଦୂରାରୋଗ୍ୟ ରୋଗୀଙ୍କୁ କରୋନା ସଂକ୍ରମଣର ଆଶଙ୍କା ଅଧିକ ଥାଏ। ତେଣୁ ବର୍ତ୍ତମାନ ସମୟରେ ସେମାନଙ୍କୁ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ତେବେ ଡାଇବେଟିସ୍ ରୋଗୀ କେମିତି କରିବେ କରୋନା ମୁକାବିଲା? ଏନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟା କ'ଣ କହୁଛନ୍ତି ଆସନ୍ତୁ ଜାଣିବା।