ଆଖିରେ ଆଲୁଅ ହେଲେ କ’ଣ କରିବେ? | Dr Surjya Kiran Patnaik on Stye eyes in Odia | Causes & Symptoms
About this video
ଆଖିରେ ଆଲୁଅ ହେବା ଏକ ସାଧାରଣ ସମସ୍ୟା। ତେବେ ଆଖିରେ ଆଲୁଅ କାହିଁକି ହୁଏ? ବାରମ୍ବାର ଏହା ହେବାର କାରଣ କ’ଣ ଓ ଏହା ହେଲେ ଏହାର ଚିକିତ୍ସା କ’ଣ ରହିଛି? ଏନେଇ ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟ କିରଣ ପଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଅଧିକ ଜାଣିବା। Stye in the eyes is a common problem. So why does the stye in the eyes happen? How do you stop recurring styes? and what is the treatment for it? Let's find out more from Dr Surjya Kiran Patnaik, an Ophthalmologist.