କିଡନି ଫେଲ୍ୟୁଅର – କାହିଁକି ହୁଏ? | Dr Biswajit Nanda on Kidney Failure | Causes, Symptoms & Treatment

Dr Biswajit Nanda17 November 202010:3717K views

About this video

ଆପଣଙ୍କ କିଡନି ଖରାପ ହୋଇନି ତ! ଜାଣିବେ କେମିତି? ଜଣାଶୁଣା କିଡନି ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ନନ୍ଦଙ୍କଠାରୁ ଆସନ୍ତୁ ଜାଣିବା। ଭିଡିଓକୁ ଲାଇକ୍ କରନ୍ତୁ ଏବଂ ପରିବାର ଏବଂ ବନ୍ଧୁବର୍ଗଙ୍କ ସହ ସେୟାର କରନ୍ତୁ। ରକ୍ତକୁ ଛାଣି ଆମ ଶରୀରରେ ଥିବା ବର୍ଯ୍ୟବସ୍ତୁକୁ ମୁତ୍ର ଆକାରରେ ବାହାରକୁ ଛାଡ଼ିବା କିଡନିର ମୁଖ୍ୟ କାର୍ଯ୍ୟ। ତେଣୁ କିଡନି ବିନା ଆମ ଜୀବନ ଅସମ୍ଭବ। ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଏବଂ ଅନିୟନ୍ତ୍ରିତ ଖାଦ୍ୟପେୟ ଯୋଗୁଁ କିଡନି ଫେଲ୍ ହେବାର ଆଶଙ୍କା ରହିଛି। ଆସନ୍ତୁ କିଡନି ଫେଲ୍ୟୁଅର ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ସଂପର୍କରେ ବିଶେଷ ଭାବେ ଜାଣିବା।