ଶିଶୁକୁ ଜ୍ୱର, ଥଣ୍ଡା, କାଶ, ତରଳ ଝାଡ଼ା – କାରଣ ଓ ଚିକିତ୍ସା | Dr Ranjit Kumar Joshi on Common Child Diseases

Dr Ranjit Kumar Joshi21 October 202012:53199K views

About this video

ଛୋଟ ପିଲାଙ୍କଠାରେ ଦେଖାଯାଉଥିବା ରୋଗ ମଧ୍ୟରେ ଥଣ୍ଡା, କାଶ ଓ ଜ୍ୱର ହେଉଛି ଅତି ସାଧାରଣ। ସାମାନ୍ୟ ଋତୁ ପରିବର୍ତ୍ତନ ହେଲେ ଛୋଟ ପିଲାଙ୍କୁ ଥଣ୍ଡା, କାଶ ଓ ଜ୍ୱର ମାଡ଼ି ବସେ। ହେଲେ ଏହାକୁ ନେଇ ମା’ମାନେ ଅଧିକ ଚିନ୍ତିତ ହୋଇପଡ଼ନ୍ତି। ସେହିପରି ଶିଶୁମାନଙ୍କୁ ତରଳ ଝାଡ଼ା ହେବା ଅନ୍ୟ ଏକ ଗୁରୁତର ରୋଗ। ଆସନ୍ତୁ ଶିଶୁ ମାନଙ୍କଠାରେ ଦେଖାଯାଉଥିବା ଏହି ରୋଗର କାରଣ ଓ ନିରାକରଣ ବିଷୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଅଧିକ ଜାଣିବା।