ଗର୍ଭବତୀ ଅଛନ୍ତି କି ନାହିଁ କେମିତି ଜାଣିବେ? | How Do You Know If You Are Pregnant or Not? | Dr Alakta Das

Dr Alakta Das20 July 20221:467.5K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଆପଣ ଗର୍ଭବତୀ ଅଛନ୍ତି କି ନାହିଁ କେମିତି ଜାଣିବେ? ଗର୍ଭବତୀ ଅଛନ୍ତି କି ନାହିଁ ଜାଣିବା ପାଇଁ ଘରେ କିପରି ପରୀକ୍ଷା କରିବେ? ଏନେଇ ଆସନ୍ତୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲ୍‌କତା ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। How do you know if you are pregnant? How to test at home to find out if you are pregnant or not? Let's know more from Dr Alakta Das, a Gynaecologist.