ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସର କ’ଣ? – ଲକ୍ଷଣ ଓ ଚିକିତ୍ସା | Dr Sunil Jaiswal on Pancreatic Cancer in Odia

Dr Sunil Jaiswal7 December 20219:507.7K views

About this video

ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସର ବା ପାନ୍‌କ୍ରିଆଜ୍‌ ବା ଅଗ୍ନାଶୟରେ କ୍ୟାନ୍‌ସର କାହିଁକି ହୁଏ? ଏହାର ଲକ୍ଷଣ, ଚିକିତ୍ସା ବିଷୟରେ ବିଶିଷ୍ଟ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସୁନୀଲ ଜେସ୍‌ଓ୍ୱାଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।