ମାନସିକ ଚାପ - କେମିତି କରିବେ ମୁକାବିଲା? | Dr. Satyakam Mohapatra on Stress Management in Odia

Dr Satyakam Mohapatra15 June 20207:4614K views

About this video

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସମସ୍ତେ କିଛି ନା କିଛି ମାନସିକ ଚାପର ସମ୍ମୁଖୀନ ହେଉଛୁ। ଯେତେବେଳେ ଏହି ମାନସିକ ଚାପ ଦୀର୍ଘଦିନ ଯାଏଁ ରହିଲେ ଏବଂ ମାତ୍ରାଧିକ ହେଲେ ଏହା ଆମର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଫଳରେ ବ୍ୟକ୍ତିଙ୍କଠାରେ ମାନସିକ ରୋଗ ଦେଖାଯିବାର ଆଶଙ୍କା ରହିଥାଏ। ତେବେ କେମିତି କରିବେ ମାନସିକ ଚାପର ମୁକାବିଲା? ଏନେଇ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ (Neuropsychiatrist) ଡାକ୍ତର ସତ୍ୟକାମ ମହାପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।