ମୂର୍ଚ୍ଛାରୋଗ - କାହିଁକି ହୁଏ? | Dr Subhransu Sekhar Jena on Epilepsy (Fits) in Odia | Causes, Treatment
About this video
ମୂର୍ଚ୍ଛାରୋଗ ବା ଅପସ୍ମାର ବାତ ହେଉଛି ଏକ ମସ୍ତିଷ୍କଜନିତ ସ୍ନାୟୁଗତ ରୋଗ। ହେଲେ ଆଜି ବି ମୂର୍ଚ୍ଛାରୋଗକୁ ନେଇ ଆମ ସମାଜରେ ଅନେକ ଅନ୍ଧବିଶ୍ୱାସ ରହିଛି। ଆମ ମସ୍ତିଷ୍କର କୋଷିକାଗୁଡ଼ିକ ଏକ ପ୍ରକାରର ଇଲେକ୍ଟ୍ରିକ୍ କରେଣ୍ଟ ଜରିଆରେ କାମ କରନ୍ତି। ଏହି କରେଣ୍ଟ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ମସ୍ତିଷ୍କରେ ଏକ ଝଡ଼ ସୃଷ୍ଟି କରେ। ଫଳରେ ବ୍ୟକ୍ତିଜଣକ ଥରି ଥରି ତଳେ ପଡ଼ିଯାଏ। ଏଭଳି ଲଗାତାର ହେବାକୁ ମୁର୍ଚ୍ଛାରୋଗ ବା ଅପସ୍ମାର ବାତ ବୋଲି କୁହାଯାଏ। ମୂର୍ଚ୍ଛାରୋଗ ବା ଅପସ୍ମାର ବାତ ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଭିଡିଓଟିକୁ ଲାଇକ୍ ଓ ସେୟାର କରନ୍ତୁ।