ମେରୁଦଣ୍ଡରେ ଯନ୍ତ୍ରଣା ହେଉଛି କି? | Spine Problem: How to Treat? in Odia | Dr Kasinath Swain
About this video
ମେରୁଦଣ୍ଡରେ କୌଣସି ସମସ୍ୟା ହେଲେ ଏହା ସମ୍ପୂର୍ଣ୍ଣ ଶରୀର ଉପରେ ପ୍ରଭାବ ପକାଇଥାଏ। ମେରୁଦଣ୍ଡରେ କୌଣସି ସମସ୍ୟା ହେଲେ ଏହା ସମ୍ପୂର୍ଣ୍ଣ ଶରୀର ଉପରେ ପ୍ରଭାବ ପକାଇଥାଏ। ଯଦି ମେରୁଦଣ୍ଡରେ କୌଣସି ସମସ୍ୟା ଥାଏ, ତେବେ ଅଣ୍ଟା, କାନ୍ଧ ଏବଂ ଗୋଡ଼ରେ ଯନ୍ତ୍ରଣା ହୋଇପାରେ। ଆସନ୍ତୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଏବଂ ସ୍ପାଇନ୍ ସର୍ଜନ ଡାକ୍ତର କାଶିନାଥ ସ୍ୱାଇଁଙ୍କଠାରୁ ଏହାର ଚିକିତ୍ସା ଏବଂ ପ୍ରତିରୋଧ ବିଷୟରେ ଜାଣିବା।