ବର୍ଷାଦିନେ ନବଜାତ ଶିଶୁର ଯତ୍ନ: କେମିତି ନେବେ? | Newborn care during Monsoon | Dr Janaki Ballava Pradhan

Dr Janaki Ballava Pradhan6 July 20248:1215K views

About this video

ସାଧାରଣତଃ ବର୍ଷାଦିନେ ନବଜାତ ଶିଶୁଙ୍କର ଯତ୍ନ ନେବା କଷ୍ଟକର ହୋଇପଡ଼େ। କାରଣ ଶିଶୁଙ୍କୁ ଥଣ୍ଡା, ଜ୍ୱର, ଡାଇରିଆ ହେବାର ଆଶଙ୍କା ଥାଏ। ଆସନ୍ତୁ, ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଜାନକୀ ବହ୍ଲବ ପ୍ରଧାନଙ୍କଠାରୁ ଜାଣିବା ବର୍ଷାଦିନେ ଶିଶୁଙ୍କର କିପରି ନେବେ ଯତ୍ନ।