ଡେଲିଭରି ପରେ ଅଣ୍ଟା ବ୍ୟଥା, କେମିତି ପାଇବେ ମୁକ୍ତି? | Back Pain after Delivery in Odia | Dr Monalisha Naik

Dr Monalisha Naik19 March 202612:231.1K views

About this video

ଡେଲିଭରି ପରେ ପ୍ରତ୍ୟେକ ମହିଳାଙ୍କର ଗୋଟିଏ ଅଭିଯୋଗ ଅଣ୍ଟା ବ୍ୟଥା। ପ୍ରସବ ପରେ ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୁଏ, ଯେପରିକି ମାଂସପେଶୀରେ ଦୁର୍ବଳତା, ହରମୋନ୍‌ରେ ପରିବର୍ତ୍ତନ, ଭୁଲ ବସିବା ଏବଂ ଶୋଇବା ଶୈଳୀ, ଶିଶୁକୁ ଭୁଲ ଶୈଳୀରେ ସ୍ତନ୍ୟପାନ କରାଇବା। ଏହି ସବୁ କାରଣ ଯୋଗୁଁ ଡେଲିଭରି ପରେ ଅଣ୍ଟା ଯନ୍ତ୍ରଣା ହୋଇପାରେ। ଆସନ୍ତୁ, ଏନେଇ ଅଧିକ ଜାଣିବା ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲିସା ନାଏକଙ୍କଠାରୁ ଏହି ଭିଡିଓରେ।