ରାତିରେ ନିଦ ହେଉନି କି? କାରଣ ଓ ଚିକିତ୍ସା | Dr Satyakam Mohapatra on Insomnia in Odia | Sleeping Disorder
About this video
ଅନେକ ସମୟରେ ଆମକୁ ରାତିରେ ସଠିକ ଭାବେ ଦିନ ହୋଇନଥାଏ, ସକାଳୁ ଶୀଘ୍ର ନିଦ ଭାଙ୍ଗିଯାଏ। ଏହା ହେଉଛି ଏକ ସାଧାରଣ କଥା। ହେଲେ ୪ ସପ୍ତାହରୁ ଅଧିକ ଦିନ ଯାଏଁ ରାତିରେ ନିଦ ହେବାରେ ଅସୁବିଧା ହେଲେ ନିଦ୍ରାହୀନତା ହେବାର ଆଶଙ୍କା ରହିଥାଏ। ନିଦ୍ରାହୀନତାର କାରଣ ଓ ଏହାର ଉପଚାରକୁ ନେଇ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।