କେମିତି ଚିହ୍ନିବା ମାନସିକ ରୋଗ? | Dr Jayprakash Russel Ravan on Mental illness in Odia
About this video
ମନୁଷ୍ୟର ମସ୍ତିଷ୍କରେ ହରମୋନ କ୍ଷରଣ ବାଧାପ୍ରାପ୍ତ ହେଲ କିମ୍ବା ଏଥିରେ ସମସ୍ୟା ଦେଖାଦେଲେ ଶରୀରରେ ମାନସିକ ରୋଗ ଦେଖାଦେଇଥାଏ। ଏହି ମାନସିକ ରୋଗ ବ୍ୟକ୍ତିର ବ୍ୟବହାରରୁ ଜଣାପଡ଼ିଥାଏ। ମଣିଷ ଶରୀରରେ ଦେଖାଯାଉଥିବା ବିଭିନ୍ନ ମାନସିକ ରୋଗଗୁଡ଼ିକ ହେଲା ସିଜୋଫ୍ରେନିଆ, ଡିପ୍ରେସନ, ବାଇପୋଲାଇ ଡିସଅଡର୍ର, ଶୂଚୀବାଇ ରୋଗ(ଓସିଡି) ଇତ୍ୟାଦି। ତେବେ ମାନସିକ ରୋଗକୁ ଚିହ୍ନିବେ କେମିତି? ରୋଗକୁ ଜାଣିଲେ ସିନା ଏହାର ଚିକିତ୍ସା କରିବେ। ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ରେସଲ ରାବଣଙ୍କଠାରୁ ଏବିଷୟରେ ଆସନ୍ତୁ ଜାଣିବା