ସାପ କାମୁଡ଼ିଲେ କ’ଣ କରିବେ? | Snake Bite First Aid in Odia | Treatment | Prof Dr Srikant Kumar Dhar
About this video
ସାଧାରଣତଃ ବର୍ଷା ୠତୁରେ ସାପ କାମୁଡ଼ିବାର ଘଟଣା ଅଧିକ ନଜରରେ ଆସେ। ସାପ କାମୁଡ଼ିଲେ କ’ଣ କରିବେ? ଏହାର ପ୍ରାଥମିକ ଚିକିତ୍ସା କ’ଣ? ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଏ’ ବିଷୟରେ ଅଧିକ ଜାଣିବା।