ଆଣ୍ଠୁଗଣ୍ଠି ବାତ ରୋଗୀ: କରନ୍ତୁ ଏହି ଏକ୍ସରସାଇଜ୍ | Physiotherapy for Osteoarthrits in Odia | Sanjay Kumar
About this video
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କଠାରେ ଅଧିକ ଦେଖାଦିଏ। ବୟସ ଅଧିକ ହେଲେ, ଗଣ୍ଠିରେ ଚାପ ପଡ଼ିଲେ ଆଣ୍ଠୁଗଣ୍ଠି ବାତ ହୋଇଥାଏ। ତେବେ ଏଭଳି ସମସ୍ୟା ଭୋଗୁଥିବା ବ୍ୟକ୍ତି ଏବଂ ଆଣ୍ଠୁ ପ୍ରତିରୋପଣ ପରେ କେଉଁ ଭଳି ଏକ୍ସରସାଇଜ୍ ବା ଫିଜିଓଥେରାପି କଲେ ଆଣ୍ଠୁଗଣ୍ଠି ବିନ୍ଧା ଭଲ ହେବ, ଆସନ୍ତୁ ଫିଜିଓଥେରାପିଷ୍ଟ ସଞ୍ଜୟ କୁମାରଙ୍କଠାରୁ ଜାଣିବା।