ହାର୍ଟକୁ ସୁସ୍ଥ ରଖିବେ କେମିତି? | Diet for Healthy Heart, in Odia | Heart Care | Swati Mohapatra
About this video
ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ସୁସ୍ଥ ଜୀବନ ଏବଂ ସୁଷମ ଖାଦ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଆସନ୍ତୁ, ଏହି ଭିଡିଓ ମାଧ୍ୟମରେ ଡାଏଟିସିଆନ୍ ସ୍ବାତୀ ମହାପାତ୍ରଙ୍କ ଠାରୁ ଜାଣିବା ସୁସ୍ଥ ହୃଦୟ ପାଇଁ ଖାଦ୍ୟପେୟ କେମିତି ହେବା ଜରୁରୀ।