ଇନସୁଲିନ୍ ନେଉଥିଲେ ଜାଣିରଖନ୍ତୁ | Dr Alok Kanungo on insulin in Odia | Diabetes Care

Dr Alok Kanungo10 February 202112:2744K views

About this video

ଇନସୁଲିନ୍ ହରମୋନ ଆମ ଶରୀରରୁ କମ କ୍ଷରଣ ହେଲେ ଆମକୁ ଡାଏବେଟିସ୍ ରୋଗ ହୁଏ। ତେଣୁ ଡାଏବେଟିସରୁ ରକ୍ଷା ପାଇବା ପାଇଁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ନେବାକୁ ପଡ଼ିଥାଏ। ତେବେ କ’ଣ ସବୁ ଡାଏବେଟିସ୍ ରୋଗୀଙ୍କୁ ଇନସୁଲିନ୍ ଦରକାର ହୁଏ କି? କେମିତି ନେବେ ଇନସୁଲିନ୍? ଏନେଇ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।