ଷ୍ଟ୍ରେସ୍: ନିଜକୁ କିପରି ସମ୍ଭାଳିବେ? | How to Manage Stress? in Odia | Dr Samrat Kar
About this video
ଷ୍ଟ୍ରେସ୍ ବା ମାନସିକ ଚାପ ଆଜିକାଲିର ଏକ ସାଧାରଣ ସମସ୍ୟା କହିଲେ ଅତ୍ୟୁକ୍ତି ହେବନି। ବର୍ତ୍ତମାନ ସମୟରେ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାରେ ପୀଡ଼ିତ। ତେବେ ମାନସିକ ଚାପକୁ ନିଜେ କେମିତି ସମ୍ଭାଳିବେ? କେମିତି ଏହାର ପରିଚାଳନା କରିବେ? ସେ ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।