ପିସିଓଏସ୍ ସମସ୍ୟା – କେମିତି ଭଲ ହେବ? | Polycystic Ovary Syndrome (PCOS) in Odia | Dr Jaya Prakash Pani
About this video
ବର୍ତ୍ତମାନ ସମୟରେ ପିସିଓଏସ୍ ସବୁଠୁ ସାଧାରଣ ସମସ୍ୟା। ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ, ମୋଟାପଣ ଓ ଅନ୍ୟ କାରଣ ଯୋଗୁଁ ପିସିଓଏସ୍ ହୋଇପାରେ। ତେବେ ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଜାଣିବା।