ବ୍ରେନ୍ ଟ୍ୟୁମର – କାରଣ, ଲକ୍ଷଣ, ଚିକିତ୍ସା | Dr Deepak Das on Brain Tumour in Odia | Symptoms & Treatment

Dr Deepak Das15 April 20218:4131K views

About this video

ମସ୍ତିଷ୍କର ଯେକୌଣସି ଭାଗରେ ଅନିୟନ୍ତ୍ରିତ ବୃଦ୍ଧି ଘଟେ, ତେବେ ତାହା ଟ୍ୟୁମରର ରୂପ ନେଇଥାଏ। ମସ୍ତିଷ୍କରେ ଟ୍ୟୁମର ହେଲେ ଭୀଷଣ ମୁଣ୍ଡବ୍ୟଥା, ବାତ ମାରିବା, ଶରୀରର ସନ୍ତୁଳନ ହରାଇ ବସିବା ଭଳି ଲକ୍ଷଣ ଦେଖାଯାଏ। ତେବେ ମସ୍ତିଷ୍କରେ ଟ୍ୟୁମର ବା ବ୍ରେନ୍ ଟ୍ୟୁମର କାହିଁକି ହୁଏ? ଆସନ୍ତୁ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ଦୀପକ ଦାସଙ୍କଠାରୁ ବ୍ରେନ୍ ଟ୍ୟୁମରର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।