ଡାଏବେଟିକ୍‌ ନ୍ୟୁରୋପାଥି: କାରଣ ଓ ଚିକିତ୍ସା | What is Diabetic Neuropathy? in Odia | Dr Jatin Kumar Majhi

Dr Jatin Kumar Majhi1 November 20256:502.1K views

About this video

ଅଧିକ ଦିନ ଧରି ଡାଏବେଟିସ୍‌ ଯଦି ଅନିୟନ୍ତ୍ରିତ ରହେ, ତା’ହେଲେ ଏହା ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ, ଯେପରିକି ଡାଏବେଟିକ୍‌ ନ୍ୟୁରୋପାଥି। ଏହା ଆପଣଙ୍କ ଗୋଡ଼କୁ କ୍ଷତି କରିପାରେ। କେତେକ ସ୍ଥିତିରେ ଗୋଡ଼ କାଟି ବାକୁ ମଧ୍ୟ ପଡ଼ିପାରେ। ଡାଏବେଟିସ୍‌ ନ୍ୟୁରୋପାଥିକୁ ରୋକିବେ କିପରି? ଆସନ୍ତୁ, ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଜତିନ୍‌ କୁମାର ମାଝୀଙ୍କଠାରୁ ଏନେଇ ଅଧିକ ଜାଣିବା।