କ୍ରୋନିକ୍‌ କିଡ୍‌ନି ରୋଗକୁ କେମିତି ରୋକିବେ? | Chronic Kidney Disease in Odia | Dr Manas Ranjan Pradhan

Dr Manas Ranjan Pradhan13 April 202411:0678K views

About this video

କ୍ରୋନିକ୍ କିଡ୍‌ନି ରୋଗ (ସିକେଡି) ହେଉଛି ସମୟ କ୍ରମେ ଧୀରେ ଧୀରେ କିଡ୍‌ନିର କାର୍ଯ୍ୟକ୍ଷମତା ହ୍ରାସ ପାଇବା। ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ରୋଗ ଯୋଗୁଁ କିଡ୍‌ନି ରୋଗ ହୋଇପାରେ। କିଡ୍‌ନି ଫେଲ୍ୟୁୟର ଭଳି ଜଟିଳତାକୁ ରୋକିବା ପାଇଁ ପ୍ରାରମ୍ଭିକ ଚିହ୍ନଟ ଅତ୍ୟନ୍ତ ଜରୁରୀ। ଆସନ୍ତୁ, ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ କିଡ୍‌ନି ରୋଗ ସମ୍ବନ୍ଧୀୟ ତଥ୍ୟ ବିଷୟରେ ଅଧିକ ଜାଣିବା।