କେମିତି ପାଇବେ ଚିନ୍ତାରୁ ମୁକ୍ତି? | Dr Satyakam Mohapatra on Stress Management in Odia | Live Happy

Dr Satyakam Mohapatra16 January 20218:0535K views

About this video

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସମସ୍ତେ କିଛି ନା କିଛି ମାନସିକ ଚାପର ସମ୍ମୁଖୀନ ହେଉଛୁ। ଯେତେବେଳେ ଏହି ମାନସିକ ଚାପ ଦୀର୍ଘଦିନ ଯାଏଁ ରହିଲେ ଏବଂ ମାତ୍ରାଧିକ ହେଲେ ଏହା ଆମର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ତେଣୁ ମାନସିକ ଚିନ୍ତାରୁ ମୁକ୍ତି ପାଇବା ନିହାତି ଦରକାର। ତେବେ କେମିତି ମାନସିକ ଚାପର ମୁକାବିଲା କରିବେ? ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା।