ଡାଏବେଟିସ୍ ରୋଗୀଙ୍କର ହଠାତ୍ ବ୍ଲଡ୍ ସୁଗାର କମିଗଲେ କ'ଣ କରିବେ?|Hypoglycaemia, in Odia| Dr Madhusmita Sahu
About this video
ରକ୍ତରେ ଶର୍କରା ସ୍ତର କମିଯିବାକୁ ହାଇପୋଗ୍ଲାଇସେମିଆ ବୋଲି କୁହାଯାଏ। ସାଧାରଣତଃ ଡାଏବେଟିସ୍ ରୋଗୀଙ୍କଠାରେ ଏହି ସମସ୍ୟା ହୋଇଥାଏ। ଆସନ୍ତୁ, ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ହାଇପୋଗ୍ଲାଇସେମିଆର କାରଣ, ଲକ୍ଷଣ ଓ ଏହାର ପ୍ରାଥମିକ ଉପଚାର ବିଷୟରେ ଅଧିକ ଜାଣିବା।