ଗର୍ଭାବସ୍ଥାରେ ମଧୁମେହ କାହିଁକି ହୁଏ? | Gestational Diabetes (Diabetes During Pregnancy) | Dr Mahesh Rath
About this video
ଗର୍ଭାବସ୍ଥାର ୯ ମାସ ପ୍ରତ୍ୟେକ ମହିଳାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ସେମାନଙ୍କଠାରେ ବିଭିନ୍ନ ପ୍ରକାର ସମସ୍ୟା ହୋଇଥାଏ। ସେଥିମଧ୍ୟରୁ ମଧୁମେହ ଅନ୍ୟତମ, ଯାହାକୁ ଜେଷ୍ଟେସନାଲ ଡାଏବେଟିସ୍ ବୋଲି କୁହାଯାଏ। ଆସନ୍ତୁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ମହେଶ ରଥଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।