ବ୍ରେନ୍ ଷ୍ଟ୍ରୋକ୍ ପରେ ଅକ୍ୟୁପେସନାଲ ଥେରାପି | Post Stroke Occupational Therapy in Odia | Pragyan Singh
About this video
ବ୍ରେନ୍ ଷ୍ଟ୍ରୋକ୍ ପରେ ବ୍ୟକ୍ତି ପୂର୍ବଭଳି କାର୍ଯ୍ୟ କରିପାରେ ନାହିଁ, କଥା କହି ପାରେ ନାହିଁ, ନିଜ କାମ ନିଜେ କରିପାରେନାହିଁ। ତେଣୁଷ୍ଟ୍ରୋକ୍ ପରବର୍ତ୍ତୀ ପରିଚାଳନାର ବିଶେଷ ଗୁରୁତ୍ୱ ରହିଛି। ଷ୍ଟ୍ରୋକ୍ ପରେ ଫିଜିଓଥେରାପି, ସ୍ପିଚ୍ ଥେରାପି ଭଳି ଅକ୍ୟୁପେସ୍ନାଲ ଥେରାପିର ବିଶେଷ ଭୂମିକା ରହିଛି। ଆସନ୍ତୁ ଏ ସମସ୍ତ ବିଷୟରେ ଅକ୍ୟୁପେସ୍ନାଲ ଥେରାପିଷ୍ଟ ପ୍ରଜ୍ଞା ସିଂଙ୍କଠାରୁ ଅଧିକ ଜାଣିବା।