ଇନସୁଲିନ୍ – କେଉଁମାନେ ନେଇପାରିବେ? | Dr Alok Kanungo on Insulin in Odia | Diabetes treatment
About this video
ଇନସୁଲିନ୍ ହରମୋନ ହେଉଛି ଆମ ଶରୀରର ଏକ ପ୍ରକାରର ଜୀବକୋଷ। ଇନସୁଲିନ ହରମୋନ ଆମ ଶରୀରରୁ କମ କ୍ଷରଣ ହେଲେ ଆମକୁ ଡାଏବେଟିସ୍ ରୋଗ ହୁଏ। ତେଣୁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ଗ୍ରହଣ କରିବାକୁ ପଡ଼ିଥାଏ। ତେବେ କ’ଣ ସବୁ ଡାଏବେଟିସ୍ ରୋଗୀଙ୍କୁ ଇନସୁଲିନ୍ ଦରକାର ହୁଏ କି? ଇନସୁଲିନ୍ ହରମୋନ କିଭଳି କାମ କରେ? ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ଏବିଷୟରେ ଅଧିକ ଜାଣିବା।