ପିରିୟଡ୍‌ସରେ ସମସ୍ୟା ହେଉଛି କି? | Irregular Periods/ Menstrual Cycles in Odia | Dr Mousumi Acharya

Dr Mousumi Acharya7 January 20238:088.4K views

About this video

ପିରିୟଡ୍‌ସରେ ଅନିୟମିତତା ହେବାର ବିଭିନ୍ନ କାରଣ ରହିଛି। ଏହା ଜୀବନଶୈଳୀ, ପିସିଓଏସ୍‌ ଏବଂ ଏଣ୍ଡୋମେଟ୍ରିଓସିସ୍‌ ଭଳି କାରଣ ଯୋଗୁଁ ମଧ୍ୟ ହୋଇଥାଇପାରେ। ଏହାର ଚିକିତ୍ସା ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୌସୁମୀ ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା।