ଗର୍ଭାବସ୍ଥାରେ କିଡ୍ନି ଷ୍ଟୋନ୍: ଲକ୍ଷଣ ଓ ଚିକିତ୍ସା|Kidney Stone during Pregnancy| Dr Aditya Prasad Padhy
About this video
ଗର୍ଭାବସ୍ଥାରେ କିଡ୍ନି ଷ୍ଟୋନ୍ ହେଲେ ପେଟ ଓ ଅଣ୍ଟାରେ ଯନ୍ତ୍ରଣା, ପରିସ୍ରାରେ ରକ୍ତ ପଡ଼ିବା ଭଳି ଲକ୍ଷଣ ଦେଖାଦିଏ। ତେଣୁ, ଗର୍ଭାବସ୍ଥାରେ ନିୟମିତ ଅଲଟ୍ରାସାଉଣ୍ଡ ଏବଂ ଅନ୍ୟାନ୍ୟ ପରୀକ୍ଷା କରିବା ଜରୁରୀ। ଆସନ୍ତୁ, ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଏନେଇ ଅଧିକ ଜାଣିବା।