ଲିଭର, କିଡନି, ହାର୍ଟ: କେମିତି ରହିବ ସୁସ୍ଥ? | How to keep Healthy Liver, Kidney, Heart | World Health Day
Swasthya Plus Network7 April 20219:341.9M views
About this video
ସାରା ବିଶ୍ୱରେ ହାର୍ଟ, ଲିଭର, କିଡନି ଏବଂ ଡାଏବେଟିସ ରୋଗୀଙ୍କଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ହାର୍ଟ, ଲିଭର, କିଡନିକୁ କେମିତି ରଖିବେ ସୁସ୍ଥ। ଓଡ଼ିଶାର ଜଣାଶୁଣା ଡାକ୍ତରମାନଙ୍କ ଉପଦେଶ ଜାଣନ୍ତୁ। ଆଜି ଏପ୍ରିଲ ୭ - ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଏକ ସୁସ୍ଥ ସମାଜ ଗଠନ କରନ୍ତୁ।