ମୁଣ୍ଡ ବିନ୍ଧା କାହିଁକି ହେଉଛି? କେମିତି ପାଇବେ ମୁକ୍ତି? । Dr Surjyaprakash S Choudhury on Headache in Odia

Dr Surjyaprakash S Choudhury6 May 202114:34185K views

About this video

ଆଜିକାଲି ମୁଣ୍ଡ ବିନ୍ଧିବା ସାଧାରଣ ସମସ୍ୟା। ମୁଣ୍ଡବିନ୍ଧା ସମସ୍ତେ କେବେନା କେବେ ଜୀବନରେ ଅନୁଭବ କରିଥାଆନ୍ତି। ମାନସିକ ଚାପ, ମାଇଗ୍ରେନ୍‌, ନିଦ୍ରାହୀନତା, ଖାଦ୍ୟପେୟରେ ଅନିୟମିତତା ଭଳି ବିଭିନ୍ନ କାରଣ ଯୋଗୁଁ ମୁଣ୍ଡ ବିନ୍ଧା ହୋଇଥାଏ। ମୁଣ୍ଡ ବିନ୍ଧା କାହିଁକି ଚିନ୍ତାର ବିଷୟ। ଏଥିରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀ କ’ଣ କହୁଛନ୍ତି, ଜାଣନ୍ତୁ।