ଭାତୁଡ଼ି ସମସ୍ୟାକୁ ନେଇ ଚିନ୍ତିତ କି? | Warts: How to Treat? in Odia | Dr Swati Sarangi

Dr Swati Sarangi23 January 202411:0968K views

About this video

ଭାତୁଡ଼ିକୁ ନେଇ ଅଧିକାଂଶ ଲୋକ ଚିନ୍ତିତ। ଏହା ବେକ, କାନ୍ଧ, ଜଙ୍ଘସନ୍ଧିରେ ଅଧିକ ହୋଇଥାଏ। ଯଦି ଚର୍ମରେ ଭାତୁଡ଼ି ବଢ଼ି ବଢ଼ି ଚାଲୁଛି, ତେବେ ଏହା ଚିନ୍ତାର ବିଷୟ। ତେବେ ଭାତୁଡ଼ି ହୁଏ କାହିଁକି? ଏହାର ପ୍ରକାର, ଚିକିତ୍ସାକୁ ନେଇ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ଷଡ଼ଙ୍ଗୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।