ପିରିୟଡ୍‌ସରେ ଅନିୟମିତତା ହେଉଛି କି? | Irregular Periods: What to do? in Odia | Dr Kusum Dash

Dr Kusum Dash22 May 20258:51198K views

About this video

ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କର ପିରିୟଡ୍‌ରେ ଅନିୟମିତତା ଦେଖାଦେଉଛି। କେତେକ ମହିଳାଙ୍କର ଡେରିରେ ପିରିୟଡ୍‌ ହେଉଥିବା ବେଳେ କେତେକଙ୍କର ସମୟ ଆଗରୁ ଏବଂ ଦୁଇ ମାସରେ ଥରେ ପିରିୟଡ୍‌ ହେଉଛି। ଏହି ସମସ୍ୟାର କାରଣ ଏବଂ ଚିକିତ୍ସା କ’ଣ? ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କୁସୁମ ଦାଶଙ୍କଠାରୁ ଏନେଇ ଅଧିକ ଜାଣିବା।