ଗେଡ଼ାପଣର ଚିକିତ୍ସା ସମ୍ଭବ କି? | Short Stature / Dwarfism in Odia | Treatment | Dr Manoranjan Tripathy

Dr Manoranjan Tripathy12 September 20239:336.2K views

About this video

ବାଙ୍ଗରାପଣ ବା ଗେଡ଼ାପଣ ହେଉଛି ଏକ ଅବସ୍ଥା। ଯଦି ଜଣେ ଶିଶୁର ବୟସ ଅନୁପାତରେ ଉଚ୍ଚତା ଠିକ୍ ନଥାଏ ବା ବଢ଼ୁ ନଥାଏ, ତେବେ ଏହାକୁ ବାଙ୍ଗରାପଣ କହିଥାଉ। ତେବେ ଏହା ହେବାର କାରଣ କ’ଣ? ଏହାକୁ ପ୍ରାଥମିକ ଅବସ୍ଥାରୁ କେମିତି ଚିହ୍ନିବା? ସେନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମନୋରଞ୍ଜନ ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।