ଖାଆନ୍ତୁ ଏହି ଖାଦ୍ୟ, ଦୂର ହେବ ଗ୍ୟାସ୍‌ ସମସ୍ୟା | Gastritis Diet Plan in Odia | Sushree Tapaswini Das

Sushree Tapaswini Das25 January 20223:0338K views

About this video

ବର୍ତ୍ତମାନ ସମୟରେ ଗ୍ୟାସ୍‌ ଏକ ସାଧାରଣ ସମସ୍ୟା। ଅଧିକାଂଶ ବ୍ୟକ୍ତି ଏହି ସମସ୍ୟାରେ ପୀଡ଼ିତ। ତେବେ ଏହାକୁ ଦୂର କେମିତି କରିବେ? ଏନେଇ ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ ଅଧିକ ଜାଣନ୍ତୁ। Gas is a common problem nowadays. Most people suffer from this problem. What foods heal gastritis? Let's find out more from Sushree Tapaswini Das, a Dietician.