କରୋନା ମୃତକଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ | Corona Awareness

Corona Awareness15 March 20201:15134 views

About this video

L I K E || S H A R E || S U B S C R I B E କରୋନାକୁ ଜାଣନ୍ତୁ, ଜିଣନ୍ତୁ। ଓଡ଼ିଶାର ଦୁଇ ପ୍ରମୁଖ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ (www.swasthya.plus) ଏବଂ ‘ଓଡ଼ିଶାଲାଇଭ୍’ (www.odisha.live) ପକ୍ଷରୁ ‘କରୋନାକୁ ଡରନା’ ନାଁରେ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ଯୋଡ଼ି ହୁଅନ୍ତୁ ଏବଂ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରନ୍ତୁ। କାରଣ, କରୋନାର କୌଣସି ଚିକିତ୍ସା ନାହିଁ। ସଚେତନତା ହିଁ ଏକମାତ୍ର ଔଷଧ! ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। SwashtyaPlus, the first health portal of Odisha brings stories and tips in text and video format on health, hygiene, nutrition and lifestyle. Connect with us at www.swashtya.plus