ଛୋଟ ପିଲାଙ୍କ ପାଇଁ ବିପଦ - ସ୍ମାର୍ଟଫୋନ୍ ନିଶା | Dr Nirmal Kumar Mohakud on Children Phone Addiction

Dr Nirmal Kumar Mohakud8 November 202012:12687K views

About this video

ଛୋଟ ପିଲାମାନେ ଦିନକୁ ଦିନ ମୋବାଇଲ ଫୋନ ସହିତ ଜଡ଼ିତ ହେବାର ଦେଖିବାକୁ ମିଳୁଛି। ବାପା ମା’ମାନେ ମଧ୍ୟ ପିଲାକୁ ସମ୍ଭାଳିବା ପାଇଁ ତା’ ହାତରେ ମୋବାଇଲ ଫୋନ୍ ଧରାଇ ଦେଉଛନ୍ତି। ହେଲେ ମୋବାଇଲ ଫୋନର ବିଭିନ୍ନ କୁପ୍ରଭାବ ଯେ ପିଲାଙ୍କ ଉପରେ ପଡ଼ୁଛି, ତାହା ଅନେକଙ୍କୁ ଅଜଣା। ଫୋନ ସହ ଅତ୍ୟଧିକ ଜଡ଼ିତ ହେବା ଫଳରେ ପିଲାଙ୍କ ବୁଦ୍ଧିର ବିକାଶ ହୋଇପାରୁନାହିଁ। ପିଲାଙ୍କ ସବୁ ଧ୍ୟାନ ମୋବାଇଲ ଭିତରେ ରହୁଛି, ଫଳରେ ସେମାନଙ୍କଠାରେ ବିଭିନ୍ନ ମାନସିକ ସମସ୍ୟା ମଧ୍ୟ ଦେଖାଦେଉଛି। ତେବେ ଏଭଳି ପରିପ୍ରେକ୍ଷୀରେ ବାପା, ମା’ଙ୍କୁ କ’ଣ କରିବା ଦରକାର? ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡଙ୍କଠାରୁ ଆସନ୍ତୁ ଜାଣିବା।