ନବଜାତ ଶିଶୁଙ୍କୁ ଟିକାକରଣ କାହିଁକି ଜରୁରୀ? | Dr Nirmal Kumar Mohakud on Child Vaccination in Odia
About this video
ଅନେକ ସମୟରେ ମାରାତ୍ମକ ରୋଗ ଜୀବାଣୁ ସଂକ୍ରମଣ, ନବଜାତ ଶିଶୁମାନଙ୍କର ମୃତ୍ୟୁର କାରଣ ସାଜିଥାଏ। ଶିଶୁ ଜନ୍ମ ହେବା ପରେ ଟିକାକରଣ କରିବା ଦ୍ୱାରା ଏହି ସଂକ୍ରମଣରୁ ରକ୍ଷା ମିଳେ। ତେଣୁ ଜନ୍ମ ହେବା ପରେ ଶିଶୁର ଟିକାକରଣ ନିତ୍ୟାନ୍ତ ଜରୁରୀ। ସରକାରଙ୍କ ପକ୍ଷରୁ ଟିକାଦାନ ମାଗଣାରେ କରାଯାଉଛି। ତେବେ ଶିଶୁକୁ କେଉଁ ବୟସରେ କେଉଁ ଟିକା ଦିଆଯାଏ? ଟିକାକରଣର ଉପକାରିତାଗୁଡ଼ିକ କ'ଣ? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।