ଗ୍ୟାସ୍ ସମସ୍ୟା - କାରଣ ଓ ଚିକିତ୍ସା | Dr Debasis Misra on Causes & Treatment of Gastric (Gas) Problems

Dr Debasis Misra6 October 202010:02161K views

About this video

ଗ୍ୟାସ ହେବା କୌଣସି ରୋଗ ନୁହେଁ। ବିଭିନ୍ନ ରୋଗ ତଥା ଶାରୀରିକ ସମସ୍ୟା କାରଣରୁ ଆମକୁ ଗ୍ୟାସ ହୋଇଥାଏ। ଏହାର ନିରାକରଣର ମୁଖ୍ୟ ମାଧ୍ୟମ ହେଉଛି ଆମ ଜୀବନଶୈଳୀ ଓ ଖାଦ୍ୟପେୟ ଉପରେ ଧ୍ୟାନ ଦେବା। ତେବେ ଗ୍ୟାସ ସମସ୍ୟା କ'ଣ? ଏହାର ଚିକିତ୍ସା ଓ ନିରାକରଣ କେମିତି କରିବା? ଏନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ଦେବାଶିଷ ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।