ଇନ୍ସୁଲିନ୍: କେଉଁମାନେ ନେଇପାରିବେ? | How to take Insulin? Odia | Diabetes | Dr Ritesh Kumar Agrawala
About this video
ଇନସୁଲିନ୍ ହରମୋନ ହେଉଛି ଆମ ଶରୀରର ଏକ ପ୍ରକାରର ଜୀବକୋଷ। ଇନସୁଲିନ ହରମୋନ ଆମ ଶରୀରରୁ କମ କ୍ଷରଣ ହେଲେ ଆମକୁ ଡାଏବେଟିସ୍ ରୋଗ ହୁଏ। ତେଣୁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ଗ୍ରହଣ କରିବାକୁ ପଡ଼ିଥାଏ। ତେବେ କ’ଣ ସବୁ ଡାଏବେଟିସ୍ ରୋଗୀଙ୍କୁ ଇନସୁଲିନ୍ ଦରକାର ହୁଏ କି? ଇନସୁଲିନ୍ ହରମୋନ କିଭଳି କାମ କରେ? ଆସନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ରିତେଶ ଅଗ୍ରଓ୍ଵାଲଙ୍କଠାରୁ ଅଧିକ ଜାଣିବା।