ଓମିକ୍ରନ୍ରୁ ସତର୍କ ରହିବେ କିପରି? | How to Stay Safe from Omicron in Odia | Dr Jayanta Kumar Panda
About this video
ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା କୋଭିଡ୍ର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସାରା ଦେଶରେ ଚିନ୍ତା ବଢ଼ାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ୍ର ଲକ୍ଷଣ ଏବଂ ଗମ୍ଭୀରତା ଉପରେ ଗବେଷଣା ଏବେ ବି ଜାରି ରହିଛି। ତେବେ ଏହାର ଭୟାବହତା ଓ ଏଥିରୁ କିପରି ସତର୍କ ରହିବେ? ସେନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।