ଭଲ ନିଦ କେମିତି ହେବ? । Dr Sujit Kumar Kar on Insomnia in Odia | Sleeping Disorder

Dr Sujit Kumar Kar23 May 202119:4073K views

About this video

ପରିବର୍ତ୍ତିତ ଜୀବନଶୈଳୀ, କାର୍ଯ୍ୟବ୍ୟସ୍ତତା, ମାନସିକ ଚାପ ଯୋଗୁଁ ଅଧିକାଂଶ ଲୋକଙ୍କୁ ସଠିକ ଭାବେ ନିଦ ହୋଇପାରୁ ନାହିଁ। ଫଳରେ ଦିନ ତମାମ ଥକ୍କାପଣ, କୌଣସି କାମରେ ମନ ନ ଲାଗିବା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ସୁସ୍ଥ ଶରୀର ପାଇଁ ନିଦ କାହିଁକି ଜରୁରୀ? ସୁନିଦ୍ରା ପାଇଁ କ’ଣ କ’ଣ ଟିପ୍ସ ରହିଛି? ଏନେଇ ବିସ୍ତୃତ ଭାବରେ କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସୁଜିତ କୁମାର କର।