ପିଏମ୍‌ଏସ୍‌: ପିରିୟଡ୍‌ସ ପୂର୍ବରୁ ଦେଖାଦେଉଥିବା ସମସ୍ୟା | PMS in Odia | Dr Rashmi Ranjan Dash

Dr Rashmi Ranjan Dash24 June 20227:237.1K views

About this video

ଅଧିକାଂଶ ମହିଳାଙ୍କୁ ପିରିୟଡ୍‌ ପୂର୍ବରୁ ପେଟ କାଟିବା, ଶାରୀରିକ ବ୍ୟଥା, ମୁଡ୍‌ ସୁଇଙ୍ଗ୍‌ ଭଳି ଲକ୍ଷଣ ଅନୁଭବ ହୋଇଥାଏ। ଅନେକଙ୍କ ମଧ୍ୟରେ ଶାରୀରିକ ପରିବର୍ତ୍ତନ ମଧ୍ୟ ହୋଇପାରେ ଯେପରିକି ସ୍ତନ ଦରଜ ହେବା ଓ ପେଟ ଫୁଲିବା। ଏଗୁଡ଼ିକ ହେଉଛି ପ୍ରିମେନ୍‌ଷ୍ଟ୍ରୁଆଲ ସିଣ୍ଡ୍ରୋମ (PMS)ର ଲକ୍ଷଣ ଯାହା ଆପଣଙ୍କ ଋତୁସ୍ରାବ ଅବଧି ଆରମ୍ଭ ହେବା ପୂର୍ବରୁ ପ୍ରତି ମାସରେ ହୋଇପାରେ। ତେବେ ପିଏମ୍‌ଏସ୍‌ ଲକ୍ଷଣ କେତେ ଗମ୍ଭୀର ହେଲେ ଜଣେ ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକ ଆସନ୍ତୁ ଏନେଇ କ’ଣ କହୁଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀ ରଞ୍ଜନ ଦାଶ, ଆସନ୍ତୁ ଜାଣିବା।