କାହାକୁ ହୋଇପାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ? । Dr Jayanta Kumar Panda on Black Fungus (Mucormycosis)

Dr Jayanta Kumar Panda20 May 20219:539.4K views

About this video

ବର୍ତ୍ତମାନ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏବେ ବ୍ଲାକ୍ ଫଙ୍ଗସ (ମ୍ୟୁକୋରମାଇକୋସିସ୍‌) ସଂକ୍ରମଣ ଦେଖିବାକୁ ମିଳୁଛି। ତେବେ ଏହି ବ୍ଲାକ୍ ଫଙ୍ଗସ କ’ଣ ଓ ଏହାର ଲକ୍ଷଣ ସବୁ କ’ଣ, ସାଧାରଣ ଲୋକଙ୍କୁ ବ୍ଲାକ୍‌ ଫଙ୍ଗସ୍‌ ହୋଇପାରେ? କେଉଁ ରୋଗୀମାନେ ଏହାର ଶିକାର ହେଉଛନ୍ତି, ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ବିଶିଷ୍ଟ ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା। ବ୍ଲାକ୍ ଫଙ୍ଗସ୍‌ର ଲକ୍ଷଣ କ’ଣ? କେଉଁମାନେ ହୋଇପାରନ୍ତି ବ୍ଲାକ୍ ଫଙ୍ଗସ୍‌ର ଶିକାର? କୋଭିଡ୍ ହୋଇନଥିବା ବ୍ୟକ୍ତିଙ୍କୁ ବ୍ଲାକ୍ ଫଙ୍ଗସ୍‌ ହୋଇପାରେ? ଆଇସୋଲେସନ୍‌ରେ ଥିବା ବ୍ୟକ୍ତିଙ୍କୁ ବ୍ଲାକ୍ ଫଙ୍ଗସ୍‌ ହୋଇପାରେ? ବ୍ଲାକ୍ ଫଙ୍ଗସ୍‌ ଚିକିତ୍ସା କେମିତି ରହିବେ ସୁରକ୍ଷିତ? After recovering from COVID, patients have been diagnosed with Black Fungus (Mucormycosis). What is Black Fungus and what are the symptoms of it, Can common people also having the risk of Black Fungus? Let's find more from? Let us find out from Dr Jayant Kumar Panda, a Medicine Specialist. Symptoms of Black Fungus Who would be more prone to Black Fungus (Mucormycosis) Can a person who is not suffering from COVID have black fungus? Can the person in isolation have black fungus? Treatment of Black Fungus (Mucormycosis) How to stay safe from Black Fungus