ଲାପାରୋସ୍କୋପି ସର୍ଜରିର ଫାଇଦା | Dr Debasish Patnaik on Laparoscopic Surgery in Odia
About this video
ପୂର୍ବରୁ ଯେକୌଣସି ସର୍ଜରି ପାଇଁ ଓପନ୍ ସର୍ଜରି କରିବାକୁ ପଡ଼ୁଥିଲା ଓ ରୋଗୀଙ୍କୁ ଅଧିକ ଦିନ ଧରି ହସ୍ପିଟାଲରେ ମଧ୍ୟ ରହିବାକୁ ପଡ଼ୁଥିଲା। ହେଲେ ବର୍ତ୍ତମାନ ଲାପାରୋସ୍କୋପି ସର୍ଜରିର ଚାହିଦା ବଢ଼ିବାକୁ ଲାଗିଲାଣି। ମାତ୍ର ୩ଟି ବା ୪ଟି କଣା ଦ୍ୱାରା ସମ୍ପୂର୍ଣ୍ଣ ସର୍ଜରି କରାଯାଇପାରୁଛି ଏବଂ ରୋଗୀଙ୍କୁ ବେଶୀ ଦିନ ହସ୍ପିଟାଲରେ ମଧ୍ୟ ରହିବାକୁ ପଡ଼ୁନି। ଆସନ୍ତୁ ସର୍ଜରି ସ୍ପେଶାଲିଷ୍ଟ ଡାକ୍ତର ଦେବାଶିଷ ପଟ୍ଟନାୟକଙ୍କଠାରୁ ଲାପାରୋସ୍କୋପିକ୍ ସର୍ଜରିର ଫାଇଦା ବିଷୟରେ ଜାଣିବା।