ବେକ ବିନ୍ଧା ହେଲେ କ’ଣ କରିବେ? | Dr Bhagyashree Singh on Neck Pain in Odia | Causes and Treatment

Dr Bhagyashree Singh23 November 20218:2616K views

About this video

ବର୍ତ୍ତମାନ ବେକ ବିନ୍ଧା ଏକ ସାଧାରଣ ସମସ୍ୟା। ଘଣ୍ଟା ଘଣ୍ଟା ଭୁଲ ଶୈଳୀରେ ବସିବା ଯୋଗୁଁ ବା ଅଧିକ ସମୟ ମୋବାଇଲ ବ୍ୟବହାର ଯୋଗୁଁ ବେକ ବିନ୍ଧା ହୋଇଥାଏ, ଯାହାକୁ ସର୍ଭାଇକାଲ ପେନ୍‌ ମଧ୍ୟ କୁହାଯାଏ। ତେବେ ବେକ ବିନ୍ଧାର କାରଣ, ଜଟିଳତା ଓ ନିରାକରଣ ବିଷୟରେ କ’ଣ କହୁଛନ୍ତି ମସ୍କୁଲୋସ୍କେଲିଟାଲ ସ୍ପେଶାଲିଷ୍ଟ ଡାକ୍ତର ଭାଗ୍ୟଶ୍ରୀ ସିଂ, ଆସନ୍ତୁ ଜାଣିବା।