ଥାଲାସେମିଆକୁ ରୋକିବେ କିପରି? | What is Thalassemia? in Odia | Prof Dr Nalini Pati
About this video
ଭାରତରେ ପାଖାପାଖି ଲକ୍ଷେରୁ ଅଧିକ ବିଟା ଥାଲାସେମିଆ ରୋଗୀ ଅଛନ୍ତି। ଥାଲାସେମିଆ ହେଉଛି ଏକ ପ୍ରକାର ରକ୍ତହୀନତା ରୋଗ। ଏଥିରେ ଶରୀରରେ ହିମୋଗ୍ଲୋବିନ୍ କମିଯାଏ ଏବଂ ଶରୀରରେ ତିଆରି ମଧ୍ୟ ହୋଇପାରେ ନାହିଁ। ଶରୀରରେ ଲୋହିତ ରକ୍ତ କଣିକା (RBC) ସାଧାରଣତଃ ୧୨୦ ଦିନ ବଞ୍ଚିଥାଆନ୍ତି। କିନ୍ତୁ ଏହି ରୋଗରେ ହିମୋଗ୍ଲୋବିନ ନଷ୍ଟ ହୋଇଯାଆନ୍ତି ଓ ଏଥିପାଇଁ ରକ୍ତ ଶୂନ୍ୟତା ଦେଖାଦିଏ। ଫଳରେ ରୋଗୀଟିକୁ ବାରମ୍ବାର ରକ୍ତ ନେବାକୁ ପଡ଼ିଥାଏ। ଆସନ୍ତୁ ବିଶ୍ୱ ଥାଲାସେମିଆ ଦିବସରେ ଥାଲାସେମିଆର କାରଣ, ଲକ୍ଷଣ, ଏହା ଦ୍ୱାରା ହେଉଥିବା ଜଟିଳତା ଓ ଏହାକୁ ରୋକିବା କିପରି ସେନେଇ ବିଶିଷ୍ଟ ହେମାଟୋଲୋଜିଷ୍ଟ ଆସୋସିଏଟ୍ ପ୍ରଫେସର ଡାକ୍ତର ନଳିନୀ ପତିଙ୍କଠାରୁ ଅଧିକ ଜାଣିବା।