ଅଲସରେଟିଭ୍‌ କୋଲାଇଟିସ୍‌: କାରଣ ଓ ଚିକିତ୍ସା | What is Ulcerative Colitis? Odia | Dr Ananta Kumar Agasti

Dr Ananta Kumar Agasti15 March 202511:062.1K views

About this video

କୋଲୋନ୍‌ରେ ଅଲସର ହେବାକୁ ଅଲସରେଟିଭ୍‌ କୋଲାଇଟିସ୍‌ କୁହାଯାଏ। ଏହା ହେବା ଦ୍ୱାରା ପତଳା ଝାଡ଼ା ହେବା, ଝାଡ଼ାରେ ରକ୍ତ ପଡ଼ିବା ଏବଂ ପେଟରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖାଦିଏ। ଏହାର ଉପଚାର ବିଷୟରେ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଅନନ୍ତ କୁମାର ଅଗସ୍ତିଙ୍କଠାରୁ ଆସନ୍ତୁ ଜାଣିବା।